ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ
ବରଗଡ଼: ବରଗଡ଼ ପଦ୍ମପୁରରେ ପୁଅର ଜଘନ୍ୟକାଣ୍ଡ। ନିଶାଶକ୍ତ ଅବସ୍ଥାରେ ବାପାକୁ ପିଟି ପିଟି ମାରିଲା ପୁଅ। ପଦ୍ମପୁରର ଜଗଦଳପୁର ଥାନା ବିଜୋରାଭଟା ଗାଁର ଆଶାରାମ ଭୋଇଙ୍କୁ ପୁଅ ଦିଲୀପ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତ ଦିଲୀପକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ଏହାସହ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରିଛି।
ବରଗଡ଼: ବରଗଡ଼ ପଦ୍ମପୁରରେ ପୁଅର ଜଘନ୍ୟକାଣ୍ଡ। ନିଶାଶକ୍ତ ଅବସ୍ଥାରେ ବାପାକୁ ପିଟି ପିଟି ମାରିଲା ପୁଅ।
ପଦ୍ମପୁରର ଜଗଦଳପୁର ଥାନା ବିଜୋରାଭଟା ଗାଁର ଆଶାରାମ ଭୋଇଙ୍କୁ ପୁଅ ଦିଲୀପ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ପରେ ଅଭିଯୁକ୍ତ ଦିଲୀପକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ଏହାସହ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରିଛି।