ଟ୍ରେନ୍‌ରେ କଟି ବାପ ପୁଅଙ୍କ ମୃତ୍ୟୁ

ବାଲେଶ୍ୱର : ଟ୍ରେନ୍‌ରେ କଟି ବାପ ପୁଅଙ୍କ ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ରୁପ୍‌ସା ରେଳ ଷ୍ଟେସନ ନିକଟ ଲେବଲକ୍ରସିଂରେ ଘଟିଛି ଅଘଟଣ। ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ୍ ଧକ୍କା ଦେଇଥିବା ସୂଚନା ମିଳିଛି।

ମୃତ୍ୟୁବରଣ କରିଥିବା ଶିଶୁପୁତ୍ରଟି ୪ ବର୍ଷର ବୋଲି ଜଣାପଡିଛି।

 

You might also like