ଉଦ୍ଧାର ହେବ ମ୍ୟାଲେସିଆ ଜାହାଜ ଜିନ୍ ହ୍ୱା-୩୨

ବାଲୁଗାଁ: ଉଦ୍ଧାର ହେବ  ମ୍ୟାଲେସିଆ ଜାହାଜ ଜିନ୍ ହ୍ୱା-୩୨ । ଚିଲିକା ନିକଟ ରାଜହଂସରେ ଅଟକିଥିବା ଏହି ଜାହାଜକୁ ଉଦ୍ଧାର କରିବା ପାଇଁ ସିଙ୍ଗାପୁର ଜାହାଜ ଏମ୍‌ଭି-ଚିତା ପହଞ୍ଚିଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରାୟ ୪୦ ଦିନ ଧରି ଏହି ଜାହାଜ ଜିନ୍-ହ୍ୱା 32 ରାଜହଂସରେ ଅଚଳାବସ୍ଥାରେ ପଡ଼ିରହିଛି। ପୂର୍ବରୁ ଏଥିରେ ଥିବା ୧୩ ହଜାର ଲିଟର ତେଲ ଚିଲିକା ଜଳରେ ମିଶି ଜୈବ ବିବିଧତା ପ୍ରତି ସଂକଟ ସୃଷ୍ଟି କରିବା ଆଶଙ୍କାରେ ରାଜ୍ୟ ସରକାର ଏଥିରୁ ତେଲ କାଢ଼ି ଦେଇଥିଲେ।

ଏହି ମ୍ୟାଲେସୀୟ ଜାହାଜ ବଙ୍ଗୋପସାଗର ଜଳପଥ ଦେଇ ବାଲାଂଦେଶରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା।  କିନ୍ତୁ ବିଶାଖାପାଟଣାଠାରୁ ୧୫୫ ନଟିକାଲ ମାଇଲ୍ ଦୂରରେ ଜୁଆର ଓ ଲହଡ଼ି ମାଡ଼ରେ ଇଂଜିନ ସହ କଣ୍ଟେନର୍ ବିଛିନ୍ନ ହୋଇଯାଇଥିଲା। ଏହାପରେ ଭାରସାମ୍ୟ ହରାଇ ଚିଲିକା ରାଜହଂସ କୂଳରେ ଲାଗିଥିଲା ଜାହାଜ ଜିନ୍ ହ୍ୱା।

ଆହୁରି ପଢ଼ନ୍ତୁ

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

You might also like