କମିଶନରେଟ ପୋଲିସ ଆଇଆଇସି ସ୍ତରରେ ଅଦଳବଦଳ

ଭୁବନେଶ୍ୱର: କମିଶନରେଟ ପୋଲିସ ଆଇଆଇସି ସ୍ତରରେ ଅଦଳବଦଳ। ଭରତ ସାହୁ ହେଲେ କ୍ୟାପିଟାଲ ଥାନା ଆଇଆଇସି। ଶରତ ସାହୁ ହେଲେ ନୟାପଲ୍ଲୀ, ଯୁବରାଜ ସ୍ୱାଇଁ ହେଲେ  ଚନ୍ଦ୍ରଶେଖରପୁର, ଅରୁଣ ସ୍ୱାଇଁ ହେଲେ ଖାରବେଳ ନଗର, ଗିରିଜା ଚକ୍ରବର୍ତ୍ତୀ ହେଲେ ଲକ୍ଷ୍ମୀସାଗର, ବିଶ୍ୱରଂଜନ ସେନାପତି ହେଲେ ନନ୍ଦନକାନନ, ବିଶ୍ୱରଂଜନ ନାୟକ ହେଲେ ବଡ଼ଗଡ଼ ଥାନା ଆଇଆଇସି।

ସେହିପରି ଦୀପକ କୁମାର ମିଶ୍ର ହେଲେ ଏୟାରଫିଲ୍‌ଡ, ଅଞ୍ଜଳି ଛୋଟରାୟ ହେଲେ ଟ୍ରାଫିକ, ଦୟାନିଧି ନାୟକ ହେଲେ ଧଉଳି, ପ୍ରମୋଦ ପଟ୍ଟନାୟକ ହେଲେ ତମାଣ୍ଡୋ, ବିରଞ୍ଚି ପତି ହେଲେ ଚୌଦ୍ୱାର, ରଶ୍ମିରଂଜନ ମହାପାତ୍ର ହେଲେ ବାଦାମବାଡ଼ି, ରବୀନ୍ଦ୍ରନାଥ ମେହେର ହେଲେ ଜଗତପୁର, ପ୍ରଦୀପ ନାୟକ ହେଲେ ମର୍କତନଗର, ପଦ୍ମଲୋଚନ ପ୍ରଧାନ ହେଲେ ଖଣ୍ଡଗିରି ଓ ହିମାଂଶୁ ଭୂଷଣ ସ୍ୱାଇଁ ହେଲେ ସହିଦନଗର ଥାନା ଆଇଆଇସି।

You might also like