ଘୁଞ୍ଚିଲା ମହାନଦୀ ଶୁଣାଣି

ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଘୁଞ୍ଚିଲା। ଏଥିସହ ଉଭୟ ଓଡ଼ିଶା ଓ ଛତିଶଗଡ଼ ୪ ସପ୍ତାହ ସମୟ ନେଇଛନ୍ତି।

ବାତ୍ୟା ପାଇଁ ତୃତୀୟ ମିଳିତ ବୈଠକ ହୋଇପାରିନଥିବାରୁ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କ ନିକଟରେ ସମୟ ମାଗିଥିଲେ। ତେବେ ୨ ରାଜ୍ୟର ଆବେଦନକୁ ମହାନଦୀ ଟ୍ରିବ୍ୟୁନାଲ ଗ୍ରହଣ କରିଛନ୍ତି।

ଜୁଲାଇ ୧୩ ପୂର୍ବରୁ ସ୍ଥଳ ପରିଦର୍ଶନ ପାଇଁ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି। ଜୁଲାଇ ୧୩ରେ ପରବର୍ତ୍ତୀ ଶୁଣାଣି କରିବେ ଟ୍ରିବ୍ୟୁନାଲ।

You might also like