ପୁଣି ତେଜିଲା ସୁକତେଲ ଅାନ୍ଦୋଳନ

ବଲାଙ୍ଗିର : ବଲାଙ୍ଗିରରେ ପୁଣି ତେଜିଲା ସୁକତେଲ ଅାନ୍ଦୋଳନ। ଲୋୟର ସୁକତେଲ ପ୍ରକଳ୍ପକୁ ପୁଣି ବିରୋଧ କରିଛନ୍ତି ଅାନ୍ଦୋଳନକାରୀ। ପ୍ରକଳ୍ପ ନିକଟରେ ପରଧିଅାପାଲି ଗାଁ ଲୋକ ଅାନ୍ଦୋଳନ କରିଛନ୍ତି।   କ୍ଷତିପୂରଣ ଓ ଉଚିତ୍ ଥଇଥାନ ଦାବିରେ ଲୋକମାନେ ଏହି ଅାନ୍ଦୋଳନ ଚଳାଇଛନ୍ତି।

ଘଟଣାସ୍ଥଳରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି। ଅାନ୍ଦୋଳନ ଓ ଉତ୍ତେଜନା ଯୋଗୁଁ ପ୍ରକଳ୍ପ କାମ ବନ୍ଦ ରହିଛି।

 

You might also like