ରାଜଧାନୀରେ ପୁଣି ମାତିଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଥର କିନ୍ତୁ ଔଷଧ ଦୋକାନରେ ପଶି କଳା କନା ବୁଲାଇଛନ୍ତି ଏହି ଲୁଟେରା। ଯାହାର ପୁରା ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି।

ଭୁବନେଶ୍ୱର ବାଲିଅନ୍ତାରେ ଥିବା ଏକ ମେଡିସିନ୍ ଦୋକାନରେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଲୁଟେରାମାନେ ପଶି ଲୁଟ୍‌ କରିଛନ୍ତି। ସିସିଟିଭିରେ କଏଦ ହୋଇଥିବା ଭିଜୁଆଲ୍‌ରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଦୁଇ ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ଦୋକାନ ବାହାରେ ପହଞ୍ଚିଥିଲେ। ପରେ ଏଥିରୁ ଜଣେ ଦୁବୃର୍ତ୍ତ ଦୋକାନ ଭିତରେ ପଶି ବରିଷ୍ଠ ନାଗରିକଙ୍କୁ ମାଡ଼ ମାରିବା ସହ ସୁନା ଚେନ୍ ଓ ଅନ୍ୟ ଅଳଙ୍କାର ଲୁଟି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା।

ଗତ କିଛି ଦିନ ଧରି ଭୁବନେଶ୍ୱରରେ ଲୁଟ୍ ମାମଲା ବଢ଼ି ଚାଲିଛି। ଶୈଳଶ୍ରୀ ବିହାର ଅଞ୍ଚଳରେ ଦୁଇ ଦୁଇଟି ଲୁଟ୍ ପରେ ପୁଣି ଥରେ ଆଉ ଏକ ଲୁଟ୍ ଘଟଣା ଏବେ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like