• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ସାରା ଦେଶରେ ଲକଡାଉନ ଅବଧି ଆଉ ୨ ସପ୍ତାହ ବୃଦ୍ଧି କରିବା ପାଇଁ ଗତକାଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉଚିତ୍ ପଦକ୍ଷେପ ନା ନାହିଁ ସେନେଇ ଓଟିଭିର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜନମତ ସର୍ଭେ କରାଯାଇଛି। ଏଯାଏ ମିଳିଥିବା ଲୋକଙ୍କ ମତାମତ ଅନୁଯାୟୀ ଅଧିକାଂଶ ଲକଡାଉନ ବୃଦ୍ଧି ସପକ୍ଷରେ ଅଛନ୍ତି।

ଫେସବୁକ୍‌ରେ ହୋଇଥିବା ସର୍ଭେରେ ଏବେ ସୁଦ୍ଧା ୧୧ ହଜାରରୁ ଅଧିକ ନିଜ ମତ ଦେଇଥିବା ବେଳେ ୮୬ ପ୍ରତିଶତ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

ସେହିପରି ଓଟିଭିର ଟ୍ୱିଟର ହ୍ୟାଣ୍ଡେଲରେ ହୋଇଥିବା ସର୍ଭେରେ ୯୦ ପ୍ରତିଶତ ଲୋକ ଲକଡାଉନ ବୃଦ୍ଧି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

Lockdown-extension-report-is-a-good-step-or-not-otv-survey-report
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories