ବେଗୁନିଆ ଥାନା ଭିତରେ ପଶି ଲୋକେ କଲେ ଭଙ୍ଗାରୁଜା

ଖୋର୍ଦ୍ଧା : ଖୋର୍ଦ୍ଧା ବେଗୁନିଆ ଥାନା ଭିତରେ ପଶି ଭଂଗାରୁଜା। ବିଧାୟକଙ୍କ ଗିରଫ ଦାବି କରି ଭଂଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ। ଜଣେ ପୂର୍ବତନ ସରପଞ୍ଚଙ୍କୁ ବିଧାୟକଙ୍କ ଧମକ ଅଭିଯୋଗ ଥିଲା। ଥାନାରେ ବାରମ୍ବାର ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନଥିଲା।

ତେଣୁ ବିଧାୟକଙ୍କୁ ଗିରଫ ଦାବିରେ ଆଜି ଥାନା ଘେରାଉ କରିଥିଲେ ଲୋକେ। ଘେରାଉ ବେଳେ ଥାନା ଭିତରେ ପଶି ଲୋକେ ଭଂଗାରୁଜା କରିଛନ୍ତି।

 

 

You might also like