ସ୍କୁଲରେ ପଶି ପିଅନଙ୍କୁ ନିସ୍ତୁକ ପିଟିଲେ

ମୟୂରଭଞ୍ଜ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲରେ ପଶି ପ୍ରଧାନଶିକ୍ଷକ ପିଅନଙ୍କୁ ନିସ୍ତୁକ ମାଡ଼ ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ହାତୀପୁତୁକା ସ୍ଥିତ ଆଦିବାସୀ ଛାତ୍ରୀ ନିବାସରେ ଗତ ଶନିବାର ଦିନ ଏହି ଘଟଣା ଘଟିଛି

ଛାତ୍ରୀଙ୍କୁ ପିଅନ ଜଣଙ୍କ ଅସଦାଚରଣ ଘଟଣାକୁ ନେଇ ସ୍କୁଲରେ ପଶି ପ୍ରଧାନ ଶିକ୍ଷକ ପିଅନଙ୍କୁ ବାନ୍ଧି ଲୋକମାନେ ମାଡ଼ ମାରିଥିଲେ

ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପିଅନକୁ ଅଟକ ରଖିଛନ୍ତି ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି

ଅନ୍ୟପକ୍ଷରେ, ଏହି ଘଟଣାର ପ୍ରତିବାଦରେ ଲୋକେ ବୈଶିଙ୍ଗାମାଣତ୍ରୀ ରାସ୍ତା ଅବରୋଧ କରିଛନ୍ତି

You might also like