• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଭୁବନେଶ୍ୱର: ପିଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ବିଧାୟକଙ୍କୁ ହଟହଟା ହେବାକୁ ପଡ଼ିଛି। ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ଚକସାର୍ଥ ପଞ୍ଚାୟତ କାର୍ଯ୍ୟାଳୟରେ ପିଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସ୍ଥାନୀୟ ବିଧାୟକ ଜୀବନ ପ୍ରଦୀପ ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ। ତେବେ ଅଞ୍ଚଳରେ ଏଲ୍‌ଇଡି ବଲ୍‌ବ ବଣ୍ଟନ ପ୍ରସଙ୍ଗକୁ ନେଇ ହିତାଧିକାରୀ ପାଟି ତୁଣ୍ଡ କରିଥିଲେ। ଏପରିକି ବିପିଏଲ୍ ଚାଉଳ ଯୋଜନାକୁ ନେଇ ବି ଲୋକେ ବିଧାୟକଙ୍କୁ ଘେରିଥିଲେ।

ବଢୁଥିବା ବିରୋଧକୁ ଦେଖି ବିଧାୟକ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ତେବେ ଏସମ୍ପର୍କରେ ବିଧାୟକ ଜୀବନ ପ୍ରଦୀପଙ୍କୁ ପଚରା ଯିବାରୁ ସେ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, ବଣ୍ଟାଯିବାକୁ ଥିବା ଏଲ୍ଇଡି ଲାଇଟ୍ ତୁଳନାରେ ହିତାଧିକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ଏପରି ପରିସ୍ଥିତି ଉପୁଜିଥିଲା।

https://youtu.be/MH3_hFBCivg

Locals-oppose-mla-during-peetha-programme
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories