• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ବସ୍ତିରେ ବ୍ରାଉନ ସୁଗର ବିକ୍ରି କରିବା। ବସ୍ତି ବାସିନ୍ଦା ଜଣେ ବେପାରୀଙ୍କୁ ଧରି ନିର୍ଧୂମ ମାଡ଼ ମାରିବା ସହ ପୁଲିସ୍‌ ଜିମା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱର ସ୍ଥିତ ନୀଳଚକ୍ର ବସ୍ତିରେ ଆଜି ସକାଳେ ଏହି ଘଟଣା ଘଟିଛି।

ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖିଛି। ତେବେ ବିକ୍ରି ଉଦ୍ଦେଶ୍ୟରେ ନୁହେଁ ଖାଇବା ପାଇଁ ଆଣିଥିଲେ ବୋଲି ଅଭିଯୁକ୍ତ କହିଛନ୍ତି।

ଅନ୍ୟପକ୍ଷରେ ଗତକାଲି ରାତିରେ ମଧ୍ୟ ବସ୍ତି ବାସିନ୍ଦା ଜଣେ ଯୁବକଙ୍କୁ ଧରି ପୁଲିସ୍‌ର ଜିମା ଦେଇଥିଲେ। ବହୁଦିନ ଧରି ବସ୍ତିରେ ଏଭଳି କାର୍ଯ୍ୟକଳାପ ଜାରି ରହିଛି। ଥାନାରେ ଅଭିଯୋଗ ପରେ ବି ପୁଲିସ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଏବେ ବସ୍ତିକୁ ନିଶା କାରବାର ମୁକ୍ତ କରିବାକୁ ନିଜେ ବସ୍ତି ବାସିନ୍ଦା  ଅଣ୍ଟା ଭିଡ଼ିଛନ୍ତି।

Locals-detain-two-youth-with-brown-sugar-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories