‘କାଳିଆ’ ଯୋଜନା ହିତାଧିକାରୀ ଫର୍ମ ପାଇଁ ବିଭିନ୍ନ ଯାଗାରେ ଝାମେଲା

ବାଲେଶ୍ୱର : ‘କାଳିଆ’ ଯୋଜନା ହିତାଧିକାରୀ ଫର୍ମ ପାଇଁ ବିଭିନ୍ନ ଯାଗାରେ ଝାମେଲା। ବାଲିକୁଦା, ବାଲେଶ୍ୱର, ବଣାଇ ଓ ଜଳେଶ୍ୱରରେ ଝାମେଲା ହୋଇଥିବା ଦେଖିବାକୁ ମିଳିଛି।

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଳକ୍‌ କଲ୍ୟାଣପୁର ପଞ୍ଚାୟତରେ ଚାଷୀଙ୍କୁ ଆବଶ୍ୟକ ଠାରୁ କମ୍‌ ଫର୍ମ ମିଳୁଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କୃଷି ଅଧିକାରୀ ଯେତିକି ଫର୍ମ ଆଣିଛନ୍ତି, ତା’ଠାରୁ ଅଧିକ ଚାଷୀ ଅଛନ୍ତି।

ଏହାସହ ଫର୍ମ ଗୁଡିକୁ ଦଳୀୟ ଭିତ୍ତିରେ ବଣ୍ଟାଯାଉଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ଇଛାପୁର ପଞ୍ଚାୟତରେ ମଧ୍ୟ ଫର୍ମକୁ ନେଇ ପାଟିତୁଣ୍ଡ ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ବାଲେଶ୍ୱର ସଦର ବ୍ଲକ ଗୋପୀନାଥପୁରରେ ଆର୍‌ଆଇଙ୍କୁ ଲୋକେ ତାଲା ପକାଇ ଦେଇଛନ୍ତି।

ଫର୍ମ ବଣ୍ଟନ ପାଇଁ ବିଳମ୍ବରେ ଆସିବାରୁ ମହିଳା ଆର୍‌ଆଇଙ୍କୁ ଅଟକ ରଖିଛନ୍ତି।  ଜଗତସିଂହପୁର ରଘୁନାଥପୁର ବ୍ଳକ୍‌ ଏରଡଙ୍ଗରେ ହିତାଧିକାରୀ ରାସ୍ତାରୋକ୍‌ କରିଛନ୍ତି।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like