ବାଙ୍କିରେ ବାରହା ଅାତଙ୍କ

ଲୋକଙ୍କୁ ସୁରକ୍ଷା ଦାବିରେ ଅଞ୍ଚଳବାସୀଙ୍କ ରାସ୍ତା ଅବରୋଧ

କଟକ : କଟକ ବାଙ୍କିରେ ବାରହା ଅାତଙ୍କ। ଜଙ୍ଗଲୀ ବାର୍‌ହା ଅାକ୍ରମଣରେ ୨ ମହିଳାଙ୍କ ସମେତ ୫ ଜଣ ଅାହତ ହୋଇଛନ୍ତି। ବାର୍‌ହାଙ୍କ ଅତର୍କିତ ଅାକ୍ରମଣ ପରେ ଦୁଲଣାପୁର ଗାଁରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ସେପଟେ ଅାହତମାନଙ୍କୁ ଚିକିତ୍ସା ଖର୍ଚ୍ଚ ସହ ଲୋକଙ୍କୁ ସୁରକ୍ଷା ଦାବିରେ ଅଞ୍ଚଳବାସୀଙ୍କ ପକ୍ଷରୁ ବାଙ୍କି ଜାତମୁଣ୍ଡିଅାରୁ ଖୋର୍ଦ୍ଧା ରାସ୍ତା ଅବରୋଧ କରାଯାଇଛି। ନିକଟସ୍ଥ ଚନ୍ଦକା-ଡମପଡ଼ା ଜଙ୍ଗଲରୁ ବାର୍‌ହା ପଲ ଅାସି ଲୋକଙ୍କୁ ଅାକ୍ରମଣ କରୁଛନ୍ତି।

You might also like