• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ରାଜଧାନୀରେ ବାଘ ଆତଙ୍କ। ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳକୁ ଏକ କଲରାପତରିଆ ବାଘ ପଶି ଆସିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଗତକାଲି ରାତିରେ ବାଘଟି ପଳାସପଲ୍ଲୀର ଜନବସତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଘର ପାଚେରୀ ଡେଇଁ ବାଘଟି ପଶୁଥିବା ଆଜି ଏକ ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା। ଗତକାଲି ରାତିରେ ବାଘଟି ବିମାନବନ୍ଦର ପାଚେରୀ ଡେଇଁ ଜନବସତି ଆଡ଼କୁ ଆସିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ବି କହିଛନ୍ତି।

ସେପଟେ କଲରାପତରିଆ ବାଘଟି କେଉଁଠୁ ଏବଂ କେମିତି ଆସିଲା ସେ ନେଇ କିଛି ଜଣାପଡିନି। ସେପଟେ ବନ ବିଭାଗରେ ଏକ ଟିମ୍ ପଳାସପଲ୍ଲୀ ଅଞ୍ଚଳକୁ ଯାଇଥିବା ସିଟି ଡିଏଫ୍‌ଓ ସୂଚନା ଦେଇଛନ୍ତି।

 

ଦେଖନ୍ତୁ ଏହି ସିସିଟିଭି ଭିଡ଼ିଓ :

https://youtu.be/lTkY7DLnrMg

Leopard-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories