• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସାଲେପୁର: ଛାତ୍ରଙ୍କୁ ମାଡ଼ ମାରି ଅଧ୍ୟାପକ ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। କଟକ ସାଲେପୁରର ଶ୍ରୀକ୍ଷେତ୍ର ସାଇନ୍ସ ରେସିଡେଣ୍ଟିଆଲ୍‌ କଲେଜ ହଷ୍ଟେଲରେ ରହୁଥିବା ଛାତ୍ରମାନେ ଏଭଳି ଅଭିଯୋଗ ଆଣିଛନ୍ତି। ହଷ୍ଟେଲର ୧୧ଜଣ ଛାତ୍ରଙ୍କୁ ୨ଜଣ ଅଧ୍ୟାପକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, କ୍ଲାସ୍‌ ରୁମ୍‌ରେ ପାଠ ପଢାଇବା ବେଳେ ଛାତ୍ରମାନଙ୍କୁ ୨ଜଣ ଅଧ୍ୟାପକ ମାଡ଼ ମାରିଥିଲେ। ଫଳରେ ଅଧ୍ୟାପକଙ୍କ ମାଡ଼ରେ ଛାତ୍ରମାନେ ଆହତ ହୋଇଥିଲେ।

ଏନେଇ ଛାତ୍ରମାନେ ସାଲେପୁର ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କଲେଜ ପ୍ରିନ୍ସିପାଲ ଖଣ୍ଡନ କରିଛନ୍ତି। ହେଲେ ଦୁଇ ଜଣଙ୍କ ଅଧ୍ୟାପକଙ୍କ ମଧ୍ୟରୁ ଜଣେ ଅଧ୍ୟାପକ ମାଡ଼ ମରାଯାଇଥିବା ଘଟଣାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି।

https://youtu.be/DDl_4TRGnkw

Lectures-beaten-to-students-in-salepur-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories