ବିଭିନ୍ନ ଦାବିକୁ ନେଇ ୧୨ ଘଣ୍ଟିଆ ପୁରୁଷୋତ୍ତମପୁର ବନ୍ଦ ଡାକରା

ବ୍ରହ୍ମପୁର: ବିଭିନ୍ନ ଦାବିକୁ ନେଇ ୧୨ ଘଣ୍ଟିଆ ପୁରୁଷୋତ୍ତମପୁର ବନ୍ଦ ଡାକରା ଦିଆଯାଇଛି। ଓକିଲ ଓ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।

ସବ୍ ଜଜ୍ କୋର୍ଟ ସ୍ଥାପନ ଦାବିରେ ଓକିଲ ସଂଘ ବନ୍ଦ ଡାକରା ଦେଇଥିବା ବେଳେ ରାସ୍ତା ନିର୍ମାଣ ଦାବିରେ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

You might also like