ପୁଣି ୬ ଜଣଙ୍କ ପ୍ରାଣ ନେଲା କରେ।ନା
ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୭୧ ଜଣଙ୍କ ମୁଣ୍ଡ ନେଇଛି କରେ।ନା ।
Covid-19 Report For 5th December
New Positive Cases: 393
In quarantine: 229
Local contacts: 164(Details of local contacts will be shared by concerned District Administration)
District Wise Cases:
1. Angul: 15
2. Balasore: 11
3. Bargarh: 9
4. Bhadrak: 9
5. Balangir: 23— I & PR Department, Odisha (@IPR_Odisha) December 6, 2020
ସୂଚନ। ଓ ଲେ।କସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବଲ।ଙ୍ଗୀର ଜଣେ, ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ୨ ଜଣେ, କଳାହାଣ୍ଡିରୁ ଜଣଙ୍କ ସହ ନୂଆପଡାରୁ ବି ଜଣଙ୍କ ଯାଇଛି ଜୀବନ । ତେବେ ରାଜ୍ୟରେ ଲଗ।ତାର ଭାବରେ ବଢିଚାଲିଛି କରେ।ନା ଜନିତ ମୃତ୍ୟୁ ସଂଖ୍ୟା ।