ପୁଣି ୬ ଜଣଙ୍କ ପ୍ରାଣ ନେଲା କରେ।ନା

ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୭୧ ଜଣଙ୍କ ମୁଣ୍ଡ ନେଇଛି କରେ।ନା ।

ସୂଚନ। ଓ ଲେ।କସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବଲ।ଙ୍ଗୀର ଜଣେ, ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ୨ ଜଣେ, କଳାହାଣ୍ଡିରୁ ଜଣଙ୍କ ସହ ନୂଆପଡାରୁ ବି ଜଣଙ୍କ ଯାଇଛି ଜୀବନ । ତେବେ ରାଜ୍ୟରେ ଲଗ।ତାର ଭାବରେ ବଢିଚାଲିଛି କରେ।ନା ଜନିତ ମୃତ୍ୟୁ ସଂଖ୍ୟା ।

You might also like