• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଯାଜପୁର: ଧର୍ମଶାଳା ହରିଦାସପୁର ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସ୍ ରଙ୍ଗଶାଳା ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଧର୍ମଶାଳା ତହସିଲଦାର ଓ ଆଇଆଇସିଙ୍କ ଉପସ୍ଥିତିରେ ରଙ୍ଗଶାଳାରେ ନାଲି ପତାକା ଲଗାଯିବା ସହିତ ଚାରିପଟେ ୧୪୪ ଧରା ଜାରି କରାଯାଇଛି।

ଗେଷ୍ଟ ହାଉସ୍ ଅନାବାଦି ଜମିରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ରଙ୍ଗଶାଳାରେ ହୋଇଥିଲା। ସେ ଏଠାକୁ କାହିଁକି ଆସିଲେ, କେଉଁ ପରିସ୍ଥିତିରେ ସ୍ମିତାରାଣୀଙ୍କ ମୃତ୍ୟୁ ହେଲା ସେ ନେଇ ସସ୍‌ପେନ୍ସ ବଢ଼ିବା ପରେ ରଙ୍ଗଶାଳାର ଭିତର ଫଟୋ ସାମ୍ନାକୁ ଆସିଥିଲା। ଏହି ଗେଷ୍ଟ ହାଉସ୍ ସରପଞ୍ଚଙ୍କ ସ୍ୱାମୀ ତଥା ମାମଲାରେ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅଫିସ୍ ଥିବା କଥା ବି ଜଣାପଡ଼ିଛି।

https://youtu.be/rMo3umb_A5Q

Lady-peo-death-case-process-for-demolition-of-guest-house-begins1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories