ଭୁବନେଶ୍ୱର ଲୋକସଭା ଆସନରୁ ଲଢ଼ିପାରନ୍ତି ସଗରିଆ
ଭୁବନେଶ୍ୱର: କୋରାପୁଟ ବିଧାନସଭା କିମ୍ବା ଭୁବନେଶ୍ୱରରୁ ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଏ ନେଇ ଆଜି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଗରିଆ କହିଛନ୍ତି, “ଓଡ଼ିଶାରେ ବିଏସ୍ପି-ଏସ୍ପି ମିଳିତ ଭାବେ ନିର୍ବାଚନ ଲଢ଼ିବେ।” କିଛି ମାସ ପୂର୍ବରୁ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଦଳ ମଧ୍ୟ ଛାଡ଼ିଥିଲେ। ପରେ ସେ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିଲେ।
ଭୁବନେଶ୍ୱର: କୋରାପୁଟ ବିଧାନସଭା କିମ୍ବା ଭୁବନେଶ୍ୱରରୁ ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଏ ନେଇ ଆଜି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସଗରିଆ କହିଛନ୍ତି, “ଓଡ଼ିଶାରେ ବିଏସ୍ପି-ଏସ୍ପି ମିଳିତ ଭାବେ ନିର୍ବାଚନ ଲଢ଼ିବେ।”
କିଛି ମାସ ପୂର୍ବରୁ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଦଳ ମଧ୍ୟ ଛାଡ଼ିଥିଲେ। ପରେ ସେ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିଲେ।