ଆନ୍ଧ୍ର ଯାଇ ଭୋଟ ଦେଲେ କୋଟିଆ ଗାଁ ଲୋକେ

କୋରାପୁଟ( ସୂର୍ଯ୍ୟ ପଣ୍ଡା) : ଆନ୍ଧ୍ର ପ୍ରଦେଶକୁ ଯାଇ ଭୋଟ ଦେଲେ ଓଡିଶା ଲୋକେ। ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ବିବାଦୀୟ କୋଟିଆ ଗାଁ ଲୋକେ ଆନ୍ଧ୍ରକୁ ଯାଇ ଦେଇଛନ୍ତି ଭୋଟ୍।

ନେରେଡିବାଲାସଠା ଓ ଏହାର ଆଖପାଖର ଅନେକ ଗାଁ ପାଇଁ ଆନ୍ଧ୍ର ସରକାର ତରଫରୁ ୨ଟି ବୁଥ ଖୋଲାଯାଇଥିଲା ।ଏହି ସବୁ ଗାଁ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ବୁଥ ବହୁ ଦୂର ହେଉଥିବାରୁ ଆନ୍ଧ୍ର ଯାଇ ଭୋଟ ଦେଇଛନ୍ତି ଗ୍ରାମବାସୀ।

You might also like