କୋଣାର୍କ ଉତ୍ସବ ୨୦୧୮ : ମନ ଜିଣୁଛି ଓଡ଼ିଶୀ ନୃତ୍ୟ

କୋଣାର୍କ : କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚରେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଚତୁର୍ଥ ସଂଧ୍ୟାରେ କାର୍ଯ୍ୟକ୍ରମରେ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରିଥିଲା ଅାସାମର ଅନ୍ୱେଷା ମହନ୍ତ ଓ ସାଥୀ କଳାକାରଙ୍କ ଓଡ଼ିଶୀ ନୃତ୍ୟ।

ଇଲିଅାନା ଚିତାରିସ୍ତି, ଶାଶ୍ୱତ ଯୋଶୀଙ୍କ ନୃତ୍ୟାଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା।   ଅାଜି କୋଣାର୍କ ଉତ୍ସବର ଅନ୍ତିମ ଦିନରେ ମୁଖ୍ୟ ଅାକର୍ଷଣ ରହିବ ଅହମ୍ମଦାବାଦର ପଦ୍ମବିଭୂଷଣ କୁମୁଦୁନି ଲାଖିଅା ଓ ସାଥୀ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ।

 

You might also like