• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲେ ସରକାର। ଗତକାଲି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରାତ୍ରି ଆହାର କେନ୍ଦ୍ରକୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ଓ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମଧୁମିତା ନାୟକ ମଧ୍ୟ ଉପସ୍ଥିତି ଥିଲେ।

ଗତ ଶନିବାର ଦିନ ଜୟପୁର ପୌର ପରିଷଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମଳା ପୂଜାରୀଙ୍କୁ ଉପେକ୍ଷା ନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ପ୍ରଶାସନିକ ଅଧିକାରୀ କମଳାଙ୍କ ଘରକୁ ଯାଇ ରାତ୍ରି ଆହାର କେନ୍ଦ୍ରକୁ ଉଦ୍‌ଘାଟନ କରିବାକୁ ଆମନ୍ତ୍ରଣ କରିଥିଲେ।

ଆହୁରି ମଧ୍ୟ ପଢ଼ନ୍ତୁ: ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀଙ୍କୁ ସରକାରଙ୍କ ଚରମ ଅବହେଳା ଅଭିଯୋଗ

Kamala-pujhari-inaugurates-ratri-aahar-centres-in-jeypore
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories