କଳାହାଣ୍ଡି : ଅାଜି କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଏବଂ ଜମିଦାରି ଅଞ୍ଚଳରେ ପାଳନ ହେଉଛି ନୂଆଁଖାଇ। କଳାହାଣ୍ଡିର ୭ଟି ଗଡ଼ଜାତ ଅଞ୍ଚଳରେ ପାଳନ ହେଉଛି ନୂଆଁଖାଇ ପର୍ବ। ଇଷ୍ଟଦେବୀ ମାଅା ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ନୂଅା ଖାଇବେ ଜିଲ୍ଲାବାସୀ ।
ଜିଲ୍ଲାର ଭବାନୀପାଟଣା, ମଦନପୁର ରାମପୁର, ଥୁଅାମୁଲ ରାମପୁର, ଜୟପାଟଣା, ଲାଞ୍ଜିଗଡ଼, କର୍ଲାପାଟ ଏବଂ ଦାଦପୁର ଅଞ୍ଚଳରେ ପାଳନ ହେଉଛି ।
ପରମ୍ପରା ଅନୁସାରେ ଦଶମୀ ତିଥିରେ ଗଡ଼ଜାତରେ ପାଳନ ହୁଏ ନୂଆଁଖାଇ । ଏହି ଧାରାରେ ଅାଜି ନୂଆଁଖାଇ ପାଳନ ହେଉଛି । ସମ୍ପୂର୍ଣ୍ଣ ଜିଲ୍ଲାର ପରିବେଶ ଚଳଚଞ୍ଚଳ ହୋଇପଡ଼ିଛି ।
Published By: Odishatv Bureau
Last updated: 19 September 2018, 05:53 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।