• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାଲେଶ୍ୱର: ବାଲେଶ୍ୱରରେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ। ମଦ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଏକ ଦୈନିକ ଖବର କାଗଜର ସାମ୍ବାଦିକ। ତାଙ୍କ ନାଁ ପ୍ରମୋଦ ରାଉତ।

ମଦ କାରବାର ବିରୋଧରେ ଖବର ଛାପିଥିବାରୁ ପ୍ରମୋଦଙ୍କୁ ମାରଣାସ୍ତ୍ରରେ ମଦ ମାଫିଆ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ପ୍ରମୋଦ ଅନନ୍ତପୁର ଘାଟ ଅଞ୍ଚଳ ଦେଇ ନିଜ ଭଉଣୀ ଘରକୁ ଯାଉଥିବା ବେଳେ ମଦ ମାଫିଆମାନେ ବାଟରେ ଅଟକାଇ ତାଙ୍କୁ ଗାଳି କରିବା ସହ ଭୁଜାଲିରେ ଆକ୍ରମଣ କରିଥିଲେ।

ପ୍ରମୋଦଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସିବାରୁ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।  ପୂର୍ବରୁ ମଧ୍ୟ ସୋର ଓ ବାଲିଆପାଳରେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା।

Journalist-attacked-in-balasore
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories