ଲକ୍‌ଡାଉନ କଟକଣାକୁ ଉଲ୍ଲଂଘନ କରି ୩୦ ହଜାର ଫାଇନ୍‌ ଦେଲେ ଗହଣା ଦୋକାନୀ

ଭୁବନେଶ୍ୱର: ଲକ୍‌ଡାଉନ କଟକଣାକୁ ଉଲ୍ଲଂଘନ କରି ଫାଇନ ଭରିଲା ରାଜଧାନୀର ଏକ  ଗହଣା ଦୋକାନ। ବିଏମ୍ସି ପକ୍ଷରୁ ଆଜି ଚଢ଼ାଉ କରି ସଂପୃକ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ବିଏମ୍ସିର ଗାଇଡଲାଇନ୍ କହୁଛି,  ରେସିଡେନ୍ସିଆଲ ଏରିଆରେ ଯଦି ଗୋଟିଏ ବିଲ୍‌ଡିଂରେ ୫ଟି ଦୋକାନ ଥିବ ତେବେ ତାକୁ ମାର୍କେଟ କମ୍ପ୍ଳେକ୍ସ ବର୍ଗରେ ଧରାଯିବ। ସେହି ସବୁ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯାଇନାହିଁ। ତଥାପି ଏହି ନିୟମକୁ କିଛି ଦୋକାନୀ ଉଲ୍ଲଂଘନ କରୁଥିବାରୁ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଗତ ଦୁଇ ଦିନ ହେବ ବିଏମ୍ସି ପକ୍ଷରୁ ଜନପଥ, ସହିଦ ନଗର ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଛି। ନୋଟିସ ଲକଡାଉନ କଟକଣାକୁ ଉଲ୍ଲଂଘନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like