ନିଲମ୍ବିତ ହେଲେ ଜଳେଶ୍ୱର ଥାନା ଆଇଆଇସି

ଜଳେଶ୍ୱର: ଧଳା ଜହରର କଳା କାରବାର ପଛରେ ଖାକି ଲିଙ୍କର ଖବର ପ୍ରସାରଣ ପରେ ଜଳେଶ୍ୱର IIC  ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।

କିଛି ଦିନ ତଳେ ଏ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭାଇରାଲ ଅଡିଓରେ ଶେଖ ଜମୁରୁଦ୍ଦିନ୍ ନାମକ ଜଣେ ବ୍ରାଉନସୁଗାର୍ ମାଫିଆଙ୍କ  ଭାଇ ସହ ଜଣେ ଆଇନଜୀବୀଙ୍କ ଜରିଆରେ ଆଇଆଇସି କଥା ହୋଇଥିବା ଶୁଣିବାକୁ ମିଳିଥିଲା।

ଅଡିଓ ଭାଇରାଲ ପରେ ଅତିରିକ୍ତ ଏସ୍‌ପି ଜଳେଶ୍ୱର ଯାଇ ଅଭିଯୋଗର ତଦନ୍ତ କରି  ଅଡିଓ ସେହି ତିନି ଜଣଙ୍କର ବୋଲି ସ୍ପଷ୍ଟ କରିଥିଲେ। ବ୍ରାଉନ୍‌ ସୁଗାର ମାମଲାରେ ଜେଲ୍‌ରେ ଥିବା ମାଫିଆଙ୍କ ସହ ଗାଡ଼ି ମୁକୁଳାଇବା ଲାଗି ଜଳେଶ୍ୱର ଆଇଆଇସି କଥା ହୋଇଥିବା ସ୍ପଷ୍ଟ କରିଥିଲେ ଅତିରିକ୍ତ ଏସପି।

ତେବେ ଆଇଆଇସି ଧନେଶ୍ୱର ସାହୁ,  ଡ୍ରଗ୍ସ ମାଫିଆ ଭାଇ ସେକ୍ ଅସୁରୁଦ୍ଦିନ ଏବଂ ମଧ୍ୟସ୍ଥି ଓକିଲ ଜଣକ ଅଡିଓ ସେମାନଙ୍କର ନୁହେଁ ବୋଲି କହିଛନ୍ତି।

 

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like