• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Jajpur

Kunjan Yatra
ଉଠୁଛି ପଡ଼ୁଛି ଯାଜପୁରର ହରିପୁର; ରାହାସ ଯାତ୍ରା ପାଇଁ ଲାଗୁଛି ଗହଳି

ପବିତ୍ର କାର୍ତ୍ତିକ ମାସର ପଂଚୁକ ଆରମ୍ଭରୁ ଯାଜପୁର ଜିଲା ରସୁଲପୁର ବ୍ଲକର ହରିପୁର ରାହାସ ଯାତ୍ରା ପାଇଁ ହୋଇଉଠେ ଉତ୍ସବ ମୁଖର । ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଭିନ୍ନ ଭିନ୍ନ କୁଞ୍ଜ ତିଆରି ହୋଇ ପୂଜା ପାଇଥା’ନ୍ତି ରାଧାକୃଷ୍ଣ ଓ ମଦନମୋହନ ।

Student Death
ପାଠ ନ କହିପାରିବାରୁ ଉଠ୍ ବସ୍ କରାଇଲେ ମ୍ୟାଡାମ୍‌; ଟଳିପଡ଼ିଲେ ଚତୁର୍ଥ ଶ୍ରେଣୀ ଛାତ୍ର..

ପାଠ ନ ଆସିବାରୁ ଶାସ୍ତି ଦେଲେ ମ୍ୟାଡାମ୍‌ । ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର ।

Lifi coming after wifi
ବିନା ୱାଇଫାଇରେ ଚାଲିବ ଇଣ୍ଟରନେଟ ..

ଘର ଭିତରେ ଲାଇଟ ୱେବ ସାହାଯ୍ୟରେ ଡାଟା ଉପଲବ୍ଧ ହେବ । ଗ୍ରାହକଙ୍କ ଉପରେ ରେଡିଏସନର ପ୍ରଭାବ ଦୂର ହେବ ।

accident
ଅଧା ରହିଲା ଜଗା ଦର୍ଶନ : ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ, ୨ ମୃତ

ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ ଓ ୫ ଆହତ ….

Seventeen Persons Sentenced To Life Imprisonment In Connection With Murder Of Couple In Jajpur
ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ମାମଲା; ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ

କଳିଙ୍ଗ ନଗର ଥାନା ନିମପଲ୍ଲୀ ଗାଁର ସୁରିସାହିରେ ଗୁଣିଗାରେଡି ସନ୍ଧ୍ୟାରେ ଦମ୍ପତିଙ୍କୁ ପୋଡି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆଜି ଯାଜପୁର ରୋଡ କୋର୍ଟ ଜିଲ୍ଲା ଦୌରା ଜର୍ଜ ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ।

dentist arrested
ଡ୍ରଗ୍ସ ବେପାର କରୁଥିଲେ ଡେଣ୍ଟିଷ୍ଟ

ଡ୍ରଗ୍ସ ବେପାର କରୁଥିଲେ ଡେଣ୍ଟିଷ୍ଟ । ବ୍ରାଉନସୁଗର ଜବତ ସହ ପୋଲିସ ଗିରଫ କରିଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଦାନ୍ତ ଡାକ୍ତର ।

Fire breaks out at various districts
ବାଣଫୁଟା ପାଲଟିଲା କାଳ, ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଅଘଟଣ

ଦୀପାବଳି ପାଳନ ଅବସରରେ ଦୁର୍ଘଟଣା । ଛୋଟ ବଡ଼ ଦୁର୍ଘଟଣାରେ ଅନେକ ଆହତ ।

Pranab Prakash Das
ବବିଙ୍କ ମୁହଁରେ ପାଣ୍ଡିଆନ୍ ଜପ; କହିଲେ..ପୁଅ ଯାହା କରି ନପାରେ, ତାହା କରିପାରେ ପଟ୍ଟଶିଷ୍ୟ

ଯାଜପୁରରେ ଆମ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଣବଙ୍କର ଏଭଳି ଅଭିଭାଷଣକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।

Road Accident
ବାଇକ-ଟ୍ୟାଙ୍କର ଧକ୍କାରେ ୨ ମୃତ; ଜଣେ ଗର୍ଭବତୀ ଗୁରୁତର

ଯାଜପୁର ଜିଲ୍ଲା ସଦର ଥାନା ବରୁହାଁ ଛକ ନିକଟରେ ଏକ ଟ୍ୟାଙ୍କର ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗର୍ଭବତୀ ଆହତ ହୋଇଛି ।

Woman seeks financial assistance
ଜୀବନ ଦେଉଛି ଯନ୍ତ୍ରଣା, ତଥାପି ହାରି ନାହାଁନ୍ତି ରଞ୍ଜିତା

ମାଆ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା । କିନ୍ତୁ ଏଠି ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି ମାଆ ।

Education System Odisha
‘ଆମକୁ କିଛି ଆସୁନି, ଅଧିକ ଆଶା ରଖନି’; ସାର୍‌ ନାହାନ୍ତି ବୋଲି..

ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଚିତ୍ର । ଶିକ୍ଷକ ମରୁଡ଼ିର ଉତ୍କଟ ସ୍ଥିତି ଉତୁରି ଆସିଲା ପିଲାଙ୍କ ପରୀକ୍ଷା ଖାତାରେ । ପିଲା ଲେଖିଲେ, ସାର୍ ନାହାଁନ୍ତି, ଅଧିକ ଆଶା ରଖନି ।

Step Mother Beats Son
ସାବତ ମାଆର ରାକ୍ଷସୀ ରୂପ ! ଗୋଟିଏ ବିସ୍କୁଟ ପାଇଁ ପିଲାଙ୍କୁ ମାରି ମାରି ଅଧା ମରା କରିଦେଲା...

ସୁନୀଲଙ୍କ ପ୍ରଥମ ପତ୍ନୀଙ୍କ ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ଥିବାବେଳେ ଉଭୟଙ୍କୁ ନିଜ ପାଖରେ ରଖି ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି।

Cyber Crime
ଇଏ କି ଠକେଇ ? ହଠାତ୍‌ କଲ ଆସିବ ଆଉ ସେପଟୁ ଟଙ୍କା ପଠାଇଛି କହିବ, ତାପରେ ଫେରସ୍ତ ମାଗିବ..!

ଠକ ଫେରସ୍ତ ମାଗିବ ଓ ଦେଇଥିବା ମେସେଜ ପଢିବାକୁ କହିବ । ତାପରେ ମେସେଜ ଆସିଥିବା ଟଙ୍କା ଠକ ପାଖକୁ ଯିବ ।

Elderly couple forced to stay under cowshed in Jajpur
ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି, ତା’ବି ପୁଣି ଗାଈଗୋରୁଙ୍କ ସହ...

ଏ ଘର ନୁହେଁ ତ ଗୁହାଳ । ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି । ତା’ବି ପୁଣି ଗାଈଗୋରୁଙ୍କ ସହ ।

Internatinal Girl Child Day
ବଦଳିନି ମାନସିକତା କି ଚିନ୍ତାଧାରା; ଆଜି ବି ଅଲୋଡ଼ା ଶିଶୁ କନ୍ୟା

ଶିଶୁ କନ୍ୟା ସନ୍ତାନ ଦିବସରେ ବି ଅଲୋଡ଼ା । ଟମକା ଚମ୍ପାଝରରେ ଶିଶୁକନ୍ୟାକୁ ମାଆ ଗଳା ଚିପି ହତ୍ୟା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ମୁକ୍ତିଢିପାରେ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ସେପଟେ ପୁଣି ଝିଅ ହେବାରୁ ଚାନ୍ଦବାଲି ମେଡିକାଲରେ ପତ୍ନୀ ଓ କନ୍ୟାକୁ ଛାଡ଼ି ବାପା ଛୁ ।

Maa Biraja
ଆସୁଛି ମା’ ବିରଜାଙ୍କ ରଥଯାତ୍ରା; ଶେଷ ପର୍ଯ୍ୟାୟରେ ସିଂହଧ୍ୱଜ ପ୍ରସ୍ତୁତି

ଦ୍ୱିତୀୟା ତିଥିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ସ୍ଥାପନ ହୋଇଛି ଦଶକଳସ ।ପ୍ରତିପଦା ଠାରୁ ଆରମ୍ଭ ହେବ ମାଆଙ୍କ ନବଦିନାତ୍ମକ ରଥଯାତ୍ରା ।

Yellow warning
ଆଜି ପ୍ରବଳ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କାଲିଠୁ କମିବ ବର୍ଷାର ପରିମାଣ, କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଦେଖି ନିଅନ୍ତୁ ତାଲିକା...

Road Problem
ମରଣଯନ୍ତା ଜାତୀୟ ରାଜପଥ; ବର୍ଷ ବର୍ଷ ଧରି ସରୁନି NH ୫୩ ଚଣ୍ଡିଖୋଲରୁ ଡୁବୁରୀ ରାସ୍ତା

ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡୀଖୋଲରୁ ଡୁବୁରୀ ଯାଏଁ ଏନଏଚ୍ ନମ୍ବର ୫୩ । ଉଭୟ ରାସ୍ତାରେ ଗଲେ ଭୋଗିବାକୁ ପଡ଼ିବ ସମାନ ଦଶା । ରାସ୍ତା ତ ନୁହେଁ, ସତେ ଯେମିତି ମରଣ ଯନ୍ତା । ପ୍ରତି ମୁହୂର୍ତ୍ତରେ ଧନ-ଜୀବନ ହାନୀର ଆଶଙ୍କା ।

Primary teachers call off protest in Odisha
ଥମୁନି ଶିକ୍ଷକ ଆନ୍ଦୋଳନ; ବଳ ଯୋଗାଇଲା ଅଭିଭାବକଙ୍କ ସମର୍ଥନ

ଶିକ୍ଷକ ଆନ୍ଦୋଳନ ସହ ତେଜୁଛି ରାଜନୀତି । ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ବିରୋଧୀ ଦଳମାନେ ଶିକ୍ଷକଙ୍କ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବାକୁ ସଜବାଜ ହେଲେଣି ।

Heavy to very heavy rain likely in 6 districts of odisha
ବଙ୍ଗୋପସାଗରରେ ଲଘୁଚାପ: ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷିବ !

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୁଦୃଶଃ ଲଘୁଚାପରେ ପରିଣତ ହୋଇଛି। ଲଘୁଚାପ ସକ୍ରିୟ ଥିବାରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆସନ୍ତା ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Money allegedly distributed to people ahead of 5t secretary meeting in jajpur
Viral Video: 5T ସଚିବଙ୍କ ସଭାକୁ ଲୋକ ଆଣିବାକୁ ପିଇଓ ବାଣ୍ଟୁଛନ୍ତି ଟଙ୍କା !

5T ସଚିବଙ୍କ ସଭାକୁ ଲୋକ ଆଣିବାକୁ ପିଇଓ ବାଣ୍ଟୁଛନ୍ତି ଟଙ୍କା। ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପକିତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Rain Alert To Various Districts Of Odisha
ଆଜି ବି ପ୍ରବଳ ବର୍ଷିବ ! ଏହିସବୁ ଜିଲ୍ଲାକୁ ସତର୍କ ସୂଚନା...

ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

odisha weather
ଆସୁଛି ବର୍ଷା; ୫ ଦିନ ଭିଜିବ ଓଡ଼ିଶା !

ସେହିପରି ଯାଜପୁର, ବାଲେଶ୍ୱର, ଭଦ୍ରକ, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ସୋନପୁର ଜିଲ୍ଲରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ବଲାଙ୍ଗୀର, ମାଲକାନଗିରି, କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

5T Goondagiri By Youths In Jajpur
5T ଟି-ସାର୍ଟ ପିନ୍ଧି ଯୁବକଙ୍କ ଗୁଣ୍ଡାଗର୍ଦ୍ଦି: ‘ପ୍ରତିବାଦକୁ ଚାପି ଦେବା ପାଇଁ ଭୟ ସୃଷ୍ଟି କରାଯାଉଛି’

5T ସଚିବଙ୍କ ଯାଜପୁର ଗସ୍ତ ବେଳେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ 5T ବାହିନୀ ଆକ୍ରମଣ କରିବା ଘଟଣାକୁ ବିଜେପି କଠୋର ଭାବେ ନିନ୍ଦା କରିଛି।