୧୦ ଲକ୍ଷ ଟଙ୍କାରେ ନିର୍ମାଣ ହେ।ଇଥିଲା, ୩ ଦିନରେ ଭୁଶୁଡି ପଡିଲା

୩ ଦିନ ପରେ ଭୁଶୁଡି ପଡିଛି କୂଅ

କାମାକ୍ଷାନଗର : ଭୁଶୁଡିଲା ବସୁଧା ଜଳ ପାନୀୟ ଜଳ ପ୍ରକଳ୍ପ । ନିର୍ମାଣ ଶେଷ ହେବାର ମାତ୍ର ୩ ଦିନ ପରେ ଭୁଶୁଡି ପଡିଛି କୂଅ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,  ବସୁଧା ଯେ।ଜନାରେ କୂଅର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁମେ।ଦନ ହେ।ଇଥିଲା । ମିଳିଥିବା ସୂଚନା ଅନୁସାରେ, ଗତ ୨ ତାରିଖରେ କୂଅଟି ପଞ୍ଚାୟତ ଲେ।କଙ୍କୁ ହସ୍ତାନ୍ତର କର।ଯାଇଥିଲା । କିନ୍ତୁ କୂଅଟି ଆଜି ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ପଡିଛି ।

ତେବେ ଲକ୍ଷେ ନୁହେଁ କି ୨ ଲକ୍ଷ ନୁହେଁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେ।ଇଥିବା କୂଅଟି ଭୁଶୁଡି ପଡିଲା । ତେବେ ସ୍ଥାନୀୟ ଲେ।କମାନେ ଅଭିଯେ।ଗ କରିଛନ୍ତି ଯେ, ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଅନିୟମିତତା ହେ।ଇଛି ଯାହା ଲାଗି ଆଜି କୂଅଟି ଭୁଶୁଡି ପଡିଛି । ସରକାରଙ୍କ ରାଜକେ।ଷରୁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ ହେଉଛି କିନ୍ତୁ କାମରେ ଅନିୟମିତତା ହେଉଥିବାରୁ ଏପରି ଅବସ୍ଥା ହେଉଥିବା ଅଭିଯେ।ଗ ହେଉଛି ।

You might also like