ଗାଡି ଚଳାଇବା ଓ ବସିବା ବେଳେ ହେଲମେଟ୍ ପିନ୍ଧିବା ଜରୁରୀ : ଯଦି ନ ପିନ୍ଧିବେ …

ଭୁବନେଶ୍ୱର : ଏଣିକି ଆଉ ଚଳିବ ନାହିଁ ଗାଡି ଚାଳକଙ୍କ ମନମାନି । ଉଭୟ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ଜରୁରୀ ବେ।ଲି ରାଜ୍ୟ ପରିବହନ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି । କୌଣସି ପରିସ୍ଥିତିରେ ବି ଯଦି ଏହି ନିୟମକୁ ଖିଲାପ କରାଯାଏ ତେବେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯିବ ।

ଗାଡି ଚଳାଇବା ପରେ ଉଭୟଙ୍କୁ ହେଲମେଟ୍ ପିନ୍ଧିବାକୁ ପଡିବ ବେ।ଲି ପରବହନ ବିଭାଗ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସ।ରେ, ଗତକାଲି କଟକ ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪୨ ଜଣ ଗାଡି ଚାଳକଙ୍କ ଲାଇସେନ୍ସ ବାତିଲ କରିଛି । ଏହାସହ ଏକ ଟ୍ୱିଟର ଉତର ଦେଇ ଏହି ନିୟମ ସମ୍ପର୍କରେ ସୂଚନା ଦିଆଯାଇଛି ।

You might also like