• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର : ଏଣିକି ଆଉ ଚଳିବ ନାହିଁ ଗାଡି ଚାଳକଙ୍କ ମନମାନି । ଉଭୟ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ଜରୁରୀ ବେ।ଲି ରାଜ୍ୟ ପରିବହନ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି । କୌଣସି ପରିସ୍ଥିତିରେ ବି ଯଦି ଏହି ନିୟମକୁ ଖିଲାପ କରାଯାଏ ତେବେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯିବ ।

ଗାଡି ଚଳାଇବା ପରେ ଉଭୟଙ୍କୁ ହେଲମେଟ୍ ପିନ୍ଧିବାକୁ ପଡିବ ବେ।ଲି ପରବହନ ବିଭାଗ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସ।ରେ, ଗତକାଲି କଟକ ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪୨ ଜଣ ଗାଡି ଚାଳକଙ୍କ ଲାଇସେନ୍ସ ବାତିଲ କରିଛି । ଏହାସହ ଏକ ଟ୍ୱିଟର ଉତର ଦେଇ ଏହି ନିୟମ ସମ୍ପର୍କରେ ସୂଚନା ଦିଆଯାଇଛି ।

It-is-important-to-wear-a-helmet-while-driving-and-sitting
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories