ଭୁବନେଶ୍ୱରରେ ୩ ଦିନିଆ IPS ସମ୍ମିଳନୀର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ଭୁବନେଶ୍ୱରରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ IPS ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜିର ଫୋକସରେ ରହିଛି ସାଇବର ଅପରାଧ। ସାଇବର କ୍ରାଇମ୍‌ ତଦନ୍ତର ବିଭିନ୍ନ  ଦିଗ ଉପରେ ଆଲୋଚନା ରହିଛି।

ଗୋଆ ପୁଲିସ ଡିଜି ମୁକେଶ ଚନ୍ଦର ଏଥିରେ  ତାଲିମ ଦେଇଛନ୍ତି। ପେପରଲେସ୍ ପୁଲିସ ଷ୍ଟେସନ ନେଇ ମଧ୍ୟ ବରିଷ୍ଠ ଅଧିକାରୀ ଆଲୋଚନା ହୋଇଛି। ପରେ ଦୁର୍ଘଟଣା ଜନିତ ମୃତ୍ୟୁ ଉପରେ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ହେବ।

ଏଥିସହ ଅଗ୍ନିଶମ ବିଭାଗ, ହୋମ୍‌ଗାର୍ଡ, ଭିଜିଲାନ୍ସ ଏବଂ ଥାନା ଗୁଡିକରେ କିଭଳି ଅନ୍‌ଲାଇନରେ କାମ ହେବ। ସେନେଇ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

 

You might also like