କୋଭିଡ୍ ନିୟନ୍ତ୍ରଣ ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଲା ସେନା

ନୂଆଦିଲ୍ଲୀ: କୋଭିଡ୍ ନିୟନ୍ତ୍ରଣ ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଲା ସେନା। ୨ ବର୍ଷ ମଧ୍ୟରେ ଅବସର ନେଇଥିବା ଡାକ୍ତରଙ୍କୁ ସେନା ଡକାଇଛି। ଘର ନିକଟବର୍ତ୍ତୀ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ CDS ବିପିନ ରାଓ୍ୱତଙ୍କ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଅବସର ନେଇଥିବା ସେନା ଡାକ୍ତର ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ସେନା ଅନୁରୋଧ କରିଛି। କୋଭିଡ୍ ପରିଚାଳନାରେ ସେନାର ପ୍ରସ୍ତୁତି ନେଇ ମୋଦି ସମୀକ୍ଷା କରିଥିଲେ।

You might also like