ନରାଜ ଫାୟାରିଂ ରେଞ୍ଜରେ ଟ୍ରେନିଂ ବେଳେ ଅଘଟଣ

କଟକ : କଟକ ନରାଜ ଫାୟାରିଂ ରେଞ୍ଜରେ ଟ୍ରେନିଂ ବେଳେ ଅଘଟଣ। ଆର୍‌ପିଏଫ୍‌ର ଟ୍ରେନିଂ କ୍ୟାମ୍ପରେ ଫାୟାରିଂ ଚାଲିଥିବା ବେଳେ ଜଣେ ରେଲ୍‌ୱେ ଲାଇନ୍‌ମ୍ୟାନଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି।

ଆହତ ଲାଇନ୍‌ମ୍ୟାନଙ୍କୁ ଭୁବନେଶ୍ୱର ରେଲ୍‌ୱେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

You might also like