ଗଣମାଧ୍ୟମକୁ ମାଓବାଦୀଙ୍କ ଚିଠି

ଚିଠିରେ ଗୁରୁପ୍ରିୟାକୁ ବିରୋଧ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାର ଗୁରୁପ୍ରିୟା ସେତୁକୁ ମାଓବାଦୀଙ୍କ ବିରୋଧ। ଏ ସଂପର୍କରେ ଗଣମାଧ୍ୟମକୁ ଚିଠି ଲେଖି MKVBD ପକ୍ଷରୁ କୁହାଯାଇଛି ଯେ, ଅାଦିବାସୀଙ୍କୁ ବିକାଶ ନୁହେଁ, ବରଂ ବିନାଶ ପାଇଁ କରାଯାଇଛି ଗୁରୁପ୍ରିୟା ସେତୁ।

ପ୍ରାକୃତିକ ସଂପଦ ଚୋରି ପାଇଁ ଏହି ବ୍ରିଜ ନିର୍ମାଣ କରାଯାଇଛି। ମାଓବାଦୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବାଲିମେଳାରୁ ଅଧିକ ବିଦ୍ୟୁତ ଉତ୍ପାଦନ ପାଇଁ ଡ୍ୟାମରେ ଅଧିକ ପାଣି ରଖାଯାଉଛି। ଏହା ଦ୍ୱାରା ୭ଟି ପଞ୍ଚାୟତର ଫସଲ ନଷ୍ଟ ହୋଇଛି। ଏହାର କ୍ଷତିପୂରଣ ଅାଦିବାସୀଙ୍କୁ ଦେବା ପାଇଁ ଦାବି କରାଯାଇଛି।

You might also like