ଟ୍ୱିଟ୍‌ କରି ଅନୁଭବ କହିଲେ, ‘କାହା ଉପରେ ବିଶ୍ୱାସ କରିବି ? ନିଜ ବାପା ମା’ଙ୍କୁ ନା…

କଟକ: ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଘଟଣାକୁ ନେଇ ଗତକାଲି ପ୍ରୋଟେକ୍‌ସନ୍‌‌ ଅଫ ହ୍ୟୁମାନ୍‌ ରାଇଟ୍ସ କମିଶନ ସଦସ୍ୟା ଅନୁଭବଙ୍କ ଘରେ ପହଞ୍ଚି ବିବାଦର ସମାଧାନ କରିବା ଲାଗି ଉଭୟେ ପତି, ପତ୍ନୀଙ୍କ ସହ ଆଲୋଚନା କରିଥିଲେ।

ବର୍ଷା ଓ ଅନୁଭବଙ୍କ ସହିତ ଆଲୋଚନା ପରେ ସକରାତ୍ମକ ଉତ୍ତର ମିଳିଥିବା ମହିଳା ସଦସ୍ୟ ଟିମ୍ କହିଥିଲେ। ତେବେ କମିଶନ ସଦସ୍ୟାଙ୍କ ସହ ଆଲୋଚନା ପରେ ଅନୁଭବ ଏକ ଟ୍ୱିଟ୍‌ କରିଛନ୍ତି।

ଟ୍ୱିଟ୍‌ କରି ଅନୁଭବ କହିଛନ୍ତି, ହ୍ୟୁମାନ୍‌ ରାଇଟ୍ସ କମିଶନଙ୍କ ଉପରେ ବିଶ୍ୱାସ କରିବି ନା ସମ୍ମାନସ୍ପଦ ନିଜ ବାପା ମା’ଙ୍କୁ ? ମୁଁ ଏହାର ସଠିକ୍ ଉତ୍ତର ଜାଣେ, ତଥାପି ମୋତେ ଆପଣଙ୍କ ସହଯୋଗ ଲୋଡ଼ା।

ସୂଚନାଥାଉ କି, ଗତକାଲି ବର୍ଷାଙ୍କ ସହ ଆଲୋଚନା ପରେ ଏହି ବିବାଦର ସମାଧାନ ଆଶା ଥିବା ମହିଳା ସଦସ୍ୟା ଟିମ୍ କହିଛନ୍ତି। ଫଳରେ ଅନୁଭବ ଓ ବର୍ଷାଙ୍କ ବିବାଦରେ ଖୁବଶୀଘ୍ର ପୂର୍ଣ୍ଣଛେଦ ପଡ଼ିପାରେ ବୋଲି ଆଶା ରଖିଛି ମହିଳା ସଦସ୍ୟା ଟିମ୍।

ଆହୁରି ପଢ଼ନ୍ତୁ

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

You might also like