ଆଜି ସକାଳର ମୁଖ୍ୟଖବର

୧) ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା: ଆଜିଠୁ କରୋନା ଲକ୍ଷଣ ପାଇଁ ଘର ଘର ବୁଲି ସର୍ଭେ କରିବେ ଆଶା ଦିଦି ଓ ANM କର୍ମୀ।  କରୋନା ଲକ୍ଷଣର ହେବ ଯାଞ୍ଚ, ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ।..

୨) ଦେଶରେ ବୃଦ୍ଧି ପାଉଛି କରୋନାର କହର…କଣ୍ଟେନମେଣ୍ଟ ଜୋନରେ କୋଭିଡ ପରୀକ୍ଷଣ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ବ୍ୟବହାର କରିବାକୁ ICMRର ସୁପାରିଶ।

୩) ପଞ୍ଚଭୂତରେ ବିଲୀନ ହେଲେ ବଲିଉଡର ଧୋନୀ: ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେଲେ ଅନେକ ବଲିଉଡ୍ କଳାକାର … ସୁଶାନ୍ତଙ୍କ ସାଥି ରିଆ ଚକ୍ରବର୍ତ୍ତୀଙ୍କ ସହ ନିକଟ ସଂପର୍କୀୟଙ୍କୁ କ୍ରାଇମ୍ ବ୍ରାଞ୍ଚର ପଚରାଉଚରା।

୪) ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା: ଆଜି ୯ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ।୧୯ରେ ପୁଣି ଏକ ଲଘୁଚାପ ନେଇ ପୂର୍ବାନୁମାନ।  ଗତ ୫ ତାରିଖରୁ ଆଜି ଯାଏ ରାଜ୍ୟରେ ୨୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ।

୫) ନୟାଗଡ଼ରେ ନଦୀରେ ମନ୍ଦିିର ଠାବ ଘଟଣା: ଆଜି ଅନୁଧ୍ୟାନ ପାଇଁ ଯିବେ ଭୁବନେଶ୍ୱର ଆଇଆଇଟିରୁ ବିଶେଷଜ୍ଞ ଓ ପ୍ରତ୍ନତତ୍ତ୍ୱବିତ। ମହାନଦୀ ଅବବାହିକାରେ ମିଳିଥିଲା ମାନବ ସଭ୍ୟତାର ସନ୍ଧାନ।

୬) ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଚିଠି ଲେଖିଲେ ପ୍ରତାପ ଷଡ଼ଙ୍ଗୀ। ଲୋକଙ୍କ ଜୀବନ ଓ ଜୀବିକା ବଞ୍ଚାଇବା ପାଇଁ ପଦକ୍ଷେପ ନେବାକୁ ଦାବି। ସେପଟେ ସରସ୍ୱତୀ ବିଦ୍ୟା ମନ୍ଦିର ଏବଂ ଅନ୍ୟ ନନ୍-ପ୍ରଫିଟ୍ ଶିକ୍ଷାନୁଷ୍ଠାନ ପାଇଁ ମାଗଣା ପୁସ୍ତକ ବଣ୍ଟନ ପାଇଁ ନବୀନଙ୍କୁ ଅନୁରୋଧ।

୮) ଅଣସର ଘରେ ଚାଲିଛି ଶ୍ରୀଜିଉମାନଙ୍କ ଗୁପ୍ତ ନୀତି… ଶ୍ରୀମନ୍ଦିରରେ ପହଞ୍ଚିଲା ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ, ଆସନ୍ତାକାଲି ଲାଗି ହେବା ପରେ ସୁସ୍ଥ ହେବେ ଶ୍ରୀଜିଉ। ଆଜି ହେବ ମହାପ୍ରଭୁଙ୍କ ଚକାବିଜେ ନୀତି।

୯)ଆଜି ରଜ ଉତ୍ସବର ତୃତୀୟ ତଥା ଅନ୍ତିମ ଦିନ: କରୋନା କଟକଣା ପାଇଁ ଆଜି ବି ଖାଁ ଖାଁ ଆମ୍ବ ତୋଟା, ଫିକା ପଡ଼ିଲା ମଉଜ।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like