• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ନବରଙ୍ଗପୁରରେ: ଲୁଟ୍ ପାଇଁ ଡକାୟତଙ୍କ ଅଭିନବ ଉପାୟ। ରୋଗୀ ପରିଚୟ ଦେଇ ଡାକ୍ତରଙ୍କ ଘରୁ ଲୁଟି ନେଇଛନ୍ତି ଡକାୟତଙ୍କ ଗ୍ୟାଙ୍ଗ୍। ନବରଙ୍ଗପୁରର ଏହି ଘଟଣା ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଇନ୍ଦ୍ରାବତୀ ସରକାରୀ ମେଡିକାଲ୍‌ର ଡାକ୍ତର ପ୍ରଦୀପ ପ୍ରହରାଜଙ୍କ ଘରୁ ଏଭଳି ଅଭିନବ ଉପାୟରେ ଚୋରି କରିଛନ୍ତି ଡକାୟତ ଗ୍ୟାଙ୍ଗ୍। ଅଧା ରାତିରେ ୪ଜଣ ଡକାୟତ ଡାକ୍ତର ପ୍ରଦୀପଙ୍କ କବାଟ ଠକ୍‌ ଠକ୍‌ କଲେ। ରୋଗୀ ଆଣିଚୁ କହିବାରୁ ନିଜେ ଡାକ୍ତର ପ୍ରଦୀପ କବାଟ ଖୋଲିଥିଲେ।

କବାଟ ଖୋଲିବା ମାତ୍ରେ ମୁହଁରେ କଳା କପଡ଼ା ବାନ୍ଧିଥିବା ୪ ଜଣ ଡକାୟତ ଘରେ ପଶିଯାଇ ପ୍ରଦୀପଙ୍କ ବେକରେ ଛୁରୀ ଲଗାଇ ତାଙ୍କ ଘରୁ ଚୋରି କରିଥିଲେ। ଡକାୟତମାନେ ପ୍ରଦୀପଙ୍କ ଘରୁ ୫ ଭରି ସୁନା ଗହଣା ସହିତ ନଗଦ ୪୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Impersonating-patients-three-miscreants-loot-doctor
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories