• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର :  ଏକ୍ସଟ୍ରା ହେଲମେଟ୍ ନଥିନଲେ ବାଇକ୍ ଚାଳକ କାହାକୁ ଲିଫ୍ଟ ଦିଅନ୍ତୁ ନାହିଁ । ଧରାପଡ଼ିଲେ DL ବାତିଲ୍ ହେବ । ଏହି ଚେତାବନୀ ଶୁଣାଇଛନ୍ତି ନିଜେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ,  ଡବଲ୍ ହେଲମେଟ୍ ଚେକିଂ ଆରମ୍ଭ ହୋଇଥିବାରୁ ମନ୍ତ୍ରୀ ଏଭଳି ଆଗୁଆ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି, ୩ ମାସ ଭିତରେ ଓଡ଼ିଶା ଆସିବେ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ।

ତେଣୁ ତା ପୂର୍ବରୁ ଏହି କମିଟି ସଡ଼କ ସୁରକ୍ଷା ନେଇ ଯେଉଁ ସବୁ ନିର୍ଦ୍ଦେଶ ଦେଇଥିଲା, ତାକୁ ନେଇ ରାଜ୍ୟ ପରିବହନ ଓ ପୋଲିସ ମିଳିତ ଭାବେ ପ୍ରସ୍ତୁତି କରୁଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ସଡ଼କ ସୁରକ୍ଷା ନେଇ ଯେଉଁ ସବୁ ନିୟମ କରିଥିଲେ, ତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଦୁର୍ଘଟଣା ପ୍ରବଣ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ଦୁର୍ଘଟଣା ଘଟୁଥିବା ସ୍ଥାନକୁ ସୁପ୍ରିମକୋର୍ଟଙ୍କ କମିଟି ନିଜେ ଗସ୍ତ କରିବେ ଓ ନୂଆ ବ୍ଲାକ୍ ସ୍ପଟ ଚିହ୍ନଟ କରିବେ ବୋଲି କହିଛନ୍ତି ପଦ୍ମନାଭ ।

If-you-have-no-double-helmet-then
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories