• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଟକ: ଚଳିତବର୍ଷ କଟକ ସହରରେ ନିରାଡମ୍ବର ହେବ ଦୁର୍ଗା ପୂଜା। ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା। ନିଷ୍ପତ୍ତି ନେଇ ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂ।

କଟକରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆଜି ପୂଜା କମିଟି ସହ ପ୍ରଶାସନର ବୈଠକ ବସିଥିଲା। ବୈଠକ ପରେ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ଯେ ମାଆଙ୍କ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ମାଟି ଆଣିବା ନିରାଡମ୍ବର ହେବ। ବିନା ଶୋଭାଯାତ୍ରାରେ ପ୍ରତି କମିଟିର ୪ ଜଣ ଯାଇ ମାଟି ଆଣିବେ।

ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହୋଇପାରିବନି। ଯେଉଁମାନେ ଚାହିଁବେ ଘରେ ନିରାଡମ୍ବର ଭାବେ ପୂଜା କରିବେ ବୋଲି ଡିସିପି ସୂଚନା ଦେଇଛନ୍ତି।

ପ୍ରକାଶଥାଉକି କରୋନା ମହାମାରୀ ପାଇଁ ଏବର୍ଷ ବୋଲବମ ଯାତ୍ରା ବନ୍ଦ କରାଯାଇଥିଲା

How-durga-puja-and-ganesh-puja-celebrated-in-cuttack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories