• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା । କରୋନାରେ ଅନେକ ଗର୍ଭବତୀ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛିା ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଗର୍ଭବତୀ କିଭଳି ଯତ୍ନ ନେବେ, ଏନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୁସି ଦାସ।

ଡାକ୍ତର ଲୁସି ଦାସ କହିଛନ୍ତି-

  1. ଗର୍ଭବତୀ ମହିଳା କରୋନାରେ ଆକ୍ରାନ୍ତ ହେଲେ ହୋମ୍‌ ଆଇସୋଲେସନରେ ରହିପାରିବେ। ସେମାନେ ଘରେ ଅଲଗା ଭାବେ ରହିବେ। କାହାସହ ମିଶିବେ ନାହିଁ।
  2. ସେମାନେ ସୁଷମ ଖାଦ୍ୟ, ଭିଟାମିନ ଯୁକ୍ତ ଖାଦ୍ୟ ଓ ଔଷଧ ଖାଇବେ।
  3. ଯଦି ଅବସ୍ଥା ବିଗିଡ଼େ, ତାହାହେଲେ କୋଭିଡ୍‌ ହସ୍ପିଟାଲକୁ ଚାଲିଯିବା ଉଚିତ।
  4. ଗର୍ଭବତୀ ମା’ଠାରୁ ଜନ୍ମିତ ଶିଶୁ କରୋନାରେ ସଂକ୍ରମିତ ହେବା ଆଶଙ୍କା କମ୍‌ ରହିଛି। ଛୁଆକୁ ମା’ ଛୁଇଁବା ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଥାଏ।
  5. ଛୁଆ ଯେମିତି ସଂକ୍ରମିତ ନହେବ, ସେଥିପାଇଁ ମା’ ଯତ୍ନବାନ ହେବା ଉଚିତ।
  6. ସଂକ୍ରମିତ ମା’ଠାରୁ ରକ୍ଷା କରିବାକୁ ଛୋଟ ଛୁଆକୁ ମାସ୍କ ପିନ୍ଧାନ୍ତୁ ନାହିଁ। ଛୁଆକୁ ମାସ୍କ ପିନ୍ଧାଇଲେ ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟିବା ସମ୍ଭାବନା ରହିଛି। 

https://www.youtube.com/watch?v=pXr3Rj9PFTs

How-care-corona-infected-pregnant-lady-care-herself
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories