• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିଧାନସଭା ସାମ୍ନାରେ ଆଜି ଜଣେ ଯୁବକଙ୍କ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ସାମ୍ନା ପିଏମ୍‌ଜି ଛକରେ ଜଣେ ଯୁବକ ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ଧମକ ଦେଇଛନ୍ତି। ଏହି ଘଟଣା ପରେ ପିଏମ୍‌ଜି ଛକରେ ହଇଚଇ ଖେଳି ଯାଇଥିଲା।

ସେତିକି ନୁହେଁ, ଯୁବକ ଜଣକ  ମହିଳାଙ୍କ ବେକରେ ଛୁରି ଲଗାଇ କିଛି ମନ୍ତ୍ରୀଙ୍କ ନାଁ ନେଉଥିଲେ ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଶେଷରେ ବହୁ କଷ୍ଟରେ ଯୁବକ କବଳରୁ ମହିଳାଙ୍କୁ ଉଦ୍ଧାର ପୋଲିସ କରିଥିଲା।

ଏଥି ସହ ଯୁବକଙ୍କୁ ମଧ୍ୟ ନିଜ ହେପାଜତକୁ ନେଇଛି ପୋଲିସ। ତେବେ ଯୁବକ ଜଣକ କିଏ, ଏପରି କରିବା ପଛରେ ଉଦ୍ଦେଶ୍ୟ କଣ କିଛି ଜଣାପଡ଼ିନି।

https://www.youtube.com/watch?v=H92QOGDresQ

High-drama-of-youth-in-front-of-bidhan-sabha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories