୨୪ ଘଣ୍ଟାରେ ୩୯୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୯୩ କରେ।ନା ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ସଂଗରେ।ଧ କେନ୍ଦ୍ରରୁ ୨୨୯ ଜଣ ଚିହ୍ନଟ ହେ।ଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ତେବେ ଏନେଇ ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ଅନୁଗୁଳ ୧୫, ବାଲେଶ୍ୱର ୧୧, ବରଗଡ ୯ ,ଭଦ୍ରକ ୯, ବଲାଙ୍ଗୀର ୨୩, କଟକ ୨୫, ଦେଓଗଡ ୧୭, ଢେଙ୍କାନାଳ ୬, ଗଜପତି ୧, ଗଂଜାମ ୩, ଜଗତସିଂହପୁର ୧୧ , ଯାଜପୁର ୬, ଝାରସୁଗୁଡା ୧୨, କଳାହାଣ୍ଡି ୨୭, କେନ୍ଦ୍ରାପଡା ୧୨, କେନ୍ଦୁଝର ୮, ଖେ।ର୍ଧା ୪୯, କେ।ରାପୁଟ ୭, ମାଲକାନଗିରି ୪, ମୟୂରଭଞ୍ଜ ୩୨, ନବରଙ୍ଗପୁର ୧, ନୟାଗଡ ୪, ନୂଆପଡା ୧୨, ପୁରୀ ୧୮, ରାୟଗଡା ୨,ସମ୍ବଲପୁର ୧୧, ସୁନ୍ଦରଗଡ ୪୫ ଜଣ ଲେଖାଏଁ ଚିହ୍ନଟ ହେ।ଇଛନ୍ତି ।

You might also like