ପୁଲିସ ଅଧିକାରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା କଟାକଟି

ସମ୍ବଲପୁର( ସଂଜୟ ଜେନା) : ପୁଲିସ ଅଧିକାରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା କଟାକଟି। ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଗତକାଲି ବୁର୍ଲାସ୍ଥିତ MCL ହେଲିପ୍ୟାଡରେ ଅବତରଣ କରିଥିଲା। ଏହି ସମୟରେ କିଛି ପୁଲିସ ଅଧିକାରୀ ତାଙ୍କ ହେଲିକପ୍ଟରକୁ ଯାଞ୍ଚ କରିବାକୁ ଚାହିଁଥିଲେ।

ଏହାକୁ ନେଇ ଧର୍ମେନ୍ଦ୍ର ଓ ସେଠାରେ ଥିବା ପୁଲିସ ଅଧିକାରୀଙ୍କ ମଧ୍ୟରେ ଜୋରଦାର କଥା କଟା କଟି ହୋଇଥିଲା। ଏହି ସମୟର ଭିଡ଼ିଓ ଭାଇରାଲ ହେବା ପରେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଦେଖନ୍ତୁ ଏହି ଭିଡ଼ିଓ –

You might also like