ଅାସନ୍ତାକାଲି ଦିଲ୍ଲୀ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର : ଜଗା-କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅାସନ୍ତାକାଲି ଦିଲ୍ଲୀ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ତାଙ୍କ ସହ ୫ ଜଣିଅା ଡାକ୍ତରୀ ଟିମ୍ ମଧ୍ୟ ଦିଲ୍ଲୀ ଏମ୍ସ ଯାଇ ଜଗା-କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ। ଡାକ୍ତରଙ୍କ ସହ ଅାଲୋଚନା ପରେ ଡିସ୍ଚାର୍ଜ ନେଇ ନିଷ୍ପତ୍ତି ନିଅାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଦିଲ୍ଲୀ ଏମ୍ସରେ ଜଗା-କାଳିଅାଙ୍କ ଚିକିତ୍ସାକୁ ବର୍ଷେ ପୂରିଲାଣି। ୟା ଭିତରେ ସୁସ୍ଥ ହୋଇଗଲେଣି ଯାଆଁଳା ଭାଇ। ଓଟିଭିରେ ପ୍ରଥମେ ଜଗା-କାଳିଅାଙ୍କ ସମ୍ପର୍କରେ ଖବର […]
ଭୁବନେଶ୍ୱର : ଜଗା-କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅାସନ୍ତାକାଲି ଦିଲ୍ଲୀ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ତାଙ୍କ ସହ ୫ ଜଣିଅା ଡାକ୍ତରୀ ଟିମ୍ ମଧ୍ୟ ଦିଲ୍ଲୀ ଏମ୍ସ ଯାଇ ଜଗା-କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ। ଡାକ୍ତରଙ୍କ ସହ ଅାଲୋଚନା ପରେ ଡିସ୍ଚାର୍ଜ ନେଇ ନିଷ୍ପତ୍ତି ନିଅାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଦିଲ୍ଲୀ ଏମ୍ସରେ ଜଗା-କାଳିଅାଙ୍କ ଚିକିତ୍ସାକୁ ବର୍ଷେ ପୂରିଲାଣି। ୟା ଭିତରେ ସୁସ୍ଥ ହୋଇଗଲେଣି ଯାଆଁଳା ଭାଇ। ଓଟିଭିରେ ପ୍ରଥମେ ଜଗା-କାଳିଅାଙ୍କ ସମ୍ପର୍କରେ ଖବର ପ୍ରସାରଣ ପରେ ତତ୍ପର ହୋଇଥିଲେ ରାଜ୍ୟ ସରକାର।