• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଜୀବନ ସହ ଖେଳ। କିଡନି ଯୋଗାଇ ଦେବାକୁ କହି ସାଢେ ୫ ଲକ୍ଷ ଟଙ୍କା ଲୁଟିଥିବା ଯୁବକ ଗିରଫ ହୋଇଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ, ଗିରଫ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନୂଆପଡ଼ା ଅଞ୍ଚଳର ହିମାଂଶୁ ଭୂଷଣ ନନ୍ଦ। ୨୦୧୯ ମସିହା ଏପ୍ରିଲ ମାସ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲା ରୁପ୍ସା ରାଉତପଡ଼ାର ପ୍ରତାପ ଚନ୍ଦ୍ର ମିଶ୍ରଙ୍କର କିଡନି ଆବଶ୍ୟକ ଥିଲା।

ତେବେ ତାଙ୍କୁ କିଡନି ଯୋଗାଇ ଦେବାକୁ କହି ହିମାଂଶୁ ଜାଲ୍ ଡକ୍ୟୁମେଣ୍ଟ ଦେଇ ତାଙ୍କଠାରୁ ଭୁବନେଶ୍ୱରର ନୟାପଲ୍ଲୀରେ ସାଢ଼େ ୫ ଲକ୍ଷ ଟଙ୍କା ନେଇଥିଲେ। ପ୍ରତାପ ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରି ହିମାଂଶକୁ ଗିରଫ କରିଛି। ତେବେ ଗିରଫ କରିବା ପରେ ଏହି କିଡନୀ ରାକେଟରେ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ କରୁଛି ପୋଲିସ।

He-was-arrested-and-charged-with-felony-criminal-mischief
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories