• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Gunupur

Minor seeks financial assistance
ବାପା ନିଖୋଜ... ବୁଲି ବୁଲି ଭିକ ମାଗୁଛନ୍ତି ମାଆ-ପୁଅ

ଅଷ୍ଟମ ଶ୍ରେଣୀର ପିଲା...ଭୋକର ଭୂଗୋଳ ଭିତରେ ଘାଣ୍ଟି ହେଉଛି । ବାପା ଥିବା ବେଳେ ଯାହା ଯେମିତି ଦେଉଥିଲେ ହେଲେ ୭ ବର୍ଷ ହେଲାଣି ସେ ବି ନିଖୋଜ । ପରିସ୍ଥିତିର ଦାସ ହୋଇ ଏବେ ମାଆ-ପୁଅ ବୁଲିବୁଲି ମାଗୁଛନ୍ତି ଭିକ...ପୁଣି ପୁଅର ଗୋଟିଏ ଗୋଡ ନାହିଁ କି ଗୋଟିଏ ହାତ ନାହିଁ

Gunupur bus stand
ଦେଢ଼ କୋଟିର ବସଷ୍ଟାଣ୍ଡ...ଥରେ ହେଲେ ବି ଗାଡ଼ି ଗଲାନି

ଦେଢ କୋଟି ଟଙ୍କାରେ ବସଷ୍ଟାଣ୍ଡ ନିର୍ମାଣ ହେଲା, ଥରେ ହେଲେ ବି ବସ୍‌ ଗଡିଲାନି । ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମି ପାଲଟିଲାଣି।

CCTV cameras
ସାବଧାନ ଅପରାଧୀ ! ପୂରା ସହରକୁ ଜଗିଛି ସିସିଟିଭି

ଆଉ କେହି ଖସିପାରିବେନି । ସହର ସାରା ଲାଗିଲାଣି ସିସିଟିଭି... ଟିକିଏ ଏପଟ ସେପଟେ ହେବ ତ ସିଧା ଯାଇ ଥାନାରେ ପହଞ୍ଚିବ।

Basudha project
ପିଇବା ପାଣି ପାଇଁ ପାହାଡ଼ ଚଢୁଛନ୍ତି ଗାଁ ଲୋକେ

ବିଲ ଭିତରେ କୂଅଟିଏ ଅଛି । ଧାଡ଼ିଧାଡ଼ି ହୋଇ ଗରା, ମାଠିଆ ଧରି ପାଣି ଆଣିବାରେ ବ୍ୟସ୍ତ ରହୁଛନ୍ତି ଗାଁ ମହିଳାମାନେ । ପୁଣି ସାଙ୍ଗରେ କୁନିକୁନି ପିଲାଏ ବି ପାଣି ନେବାରେ ବ୍ୟସ୍ତ ଅଛନ୍ତି । କାରଣ ତରତର ହୋଇ ପାଣି ନଆଣିଲେ ପରିବାର ଶୋଷରେ ରହିବ । ତେଣୁ କଷ୍ଟ ହେଲେ ବି ପାଣି ଆଣୁଛନ୍ତି ଲୋକେ ।

marigold Farmer
ଭାଗ୍ୟ ପରିବର୍ତ୍ତନ କରିଦେଲା ଗେଣ୍ଡୁ ଚାଷ

ଚାଷ କଲେ ଭଲ ଦୁଇ ପଇସା ଲାଭ ହେବ । କିଛି ଏମିତି ଭାବି ଆରମ୍ଭ କରିଦେଲେ ଚାଷ । ବାସ୍‌ ଏହାପରେ ବହୁମାତ୍ରାରେ ଫୁଲ ଫୁଟୁଛି । ଗୋଟିଏ କ୍ଷେତରେ ସ୍ୱାମୀ,ସ୍ତ୍ରୀ, ବାପା-ମାଆଙ୍କ ସହ ୬ ଜଣ ଦିନ ମଜୁରିଆ ଭାବରେ ନିର୍ଦ୍ଧୁମ ଖଟୁଛନ୍ତି । ଆଉ ଯେତିକି ରୋଜଗାର ହେଉଛି ସେତିକିରେ ନିଜେ ଲାଭବାନ ହେବା ସହିତ ଲୋକଙ୍କୁ ଦେଉଛନ୍ତି ନିଯୁକ୍ତି ।

Red Chili
ଲଙ୍କା କରିଛି ଲକ୍ଷପତି; ୫ ଏକର ଜମିରେ ଚାଲିଛି ନାଲି ଲଙ୍କା ଚାଷ

ଲଙ୍କା ଚାଷ କରି ଲକ୍ଷପତି । ଦୃଢ଼ ଇଛାଶକ୍ତି ବଳରେ ନିଜେ ଲକ୍ଷ ପତି ହେବା ସହ ଅନ୍ୟ ପରିବାରଙ୍କୁ ଦେଖାଇଛନ୍ତି ରୋଜଗାର ପନ୍ଥା..

Mahula Fula
ଆଦିବାସୀଙ୍କୁ ମିଳୁନି ତାଙ୍କ ପ୍ରାପ୍ୟ ! ବଜାର ଦରଠୁ ଖୁବ୍‌ କମ୍‌ ଦାମ୍‌ରେ ବିକୁଛନ୍ତି ମହୁଲ ଫୁଲ..

ସକାଳ ହେଲେ ଜଙ୍ଗଲରେ ପହଞ୍ଚିଯାଆନ୍ତି ଆଦିବାସୀ ଲୋକେ । ପିଲାଠୁ ବୁଢା ସମସ୍ତେ ଲାଗିପଡ଼ନ୍ତି ମହୁଲ ଗୋଟାଇବାରେ ।