• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରାଉରକେଲା (ପବନ ତିୱାରୀ): ଡ୍ରାଇଭରଙ୍କ ନାଁରେ ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର GST ଠକେଇ ଅଭିଯୋଗ ଆସିଛି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଡ୍ରାଇଭର ରାଜେନ୍ଦ୍ର ପଲାଇଙ୍କ ନାଁରେ ଏହି GST ଠକେଇ ଅଭିଯୋଗ ହୋଇଛି।

ରାଉରକେଲା ସେକ୍ଟର ୨୦ରେ ରହୁଥିବା ରାଜେନ୍ଦ୍ରଙ୍କୁ GST  ବିଭାଗ ପକ୍ଷରୁ ୨୮ କୋଟି ୨୮ ଲକ୍ଷ ଟଙ୍କାର ଠକେଇ ନେଇ ନୋଟିସ କରାଯାଇଛି। ୪ କୋଟି ଟଙ୍କା ଜରିମାନା ଦାଖଲ କରିବାକୁ ଡ୍ରାଇଭରଙ୍କୁ କୁହାଯାଇଛି।

ଅନ୍ୟପକ୍ଷେ, GST ଠକେଇ ସମ୍ପର୍କରେ ରାଜେନ୍ଦ୍ର କିଛି ଜାଣି ନ ଥିବା କହିଛନ୍ତି। ତାଙ୍କ ନାଁରେ କେହି ଏଭଳି ଠକେଇ କରିଥିବା ସେ ଅଭିଯୋଗ କରିଛନ୍ତି।

Gst-dept-serves-notice-to-a-driver-from-rourkela-in-connection-with-rs-28-28-crore-tax-fraud
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories