• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭଦ୍ରକ: ଚାନ୍ଦବାଲି ତିହିଡ଼ି ଥାନା ସାହାପୁର ନୂଆଗାଁରେ ଅଭାବନୀୟ ଘଟଣା ଘଟିଛି। ପାଣିରେ ବୁଡ଼ି ୨ ନାତୁଣୀ ଏବଂ ଆଈଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ ଆଜି ସକାଳେ ୨ ନାତୁଣୀ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଆଉ ଶୌଚ ହେଉଥିବା ବେଳେ ଦୁଇଜଣ ପାଣିରେ ବୁଡ଼ି ଯାଇଥିଲେ।

ଉଭୟ ୯ ବର୍ଷର ଅଞ୍ଜନା ଓ ୧୦ ବର୍ଷର ଶ୍ରାବଣୀ  ଦୀର୍ଘ ସମୟ ଯାଏ ନ ଫେରିବାରୁ  ଆଈ ଦୁଇ ନାତୁଣୀଙ୍କୁ ଖୋଜିବାକୁ ଯାଇଥିଲେ।

୨ ନାତୁଣୀ ଭାସୁଥିବା ଦେଖି ଆଈ ଉଦ୍ଧାର ଉଦ୍ୟମ କରିଥିଲେ, ହେଲେ ପୋଖରୀରେ ଉଦ୍ଧାର ଉଦ୍ୟମ ବେଳେ ଆଈ ମଧ୍ୟ ପାଣି ବୁଡ଼ିଯାଇ ପ୍ରାଣ ହରାଇଥିଲେ।

 

Grand-mother-and-2-grand-daughter-drown-in-pond-in-bhadrak
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories