ଘରୋଇ ମେଡିକାଲ୍ ପାଇଁ ଆସିଲା ‘କରୋନା’ ଗାଇଡଲାଇନ୍

ଭୁବନେଶ୍ୱର: ଘରୋଇ ମେଡିକାଲ୍ ପାଇଁ କରୋନା ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। କେଉଁ ସବୁ ନିୟମ ମାନିବାକୁ ପଡ଼ିବ ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି କରାଯାଇଛି।

  • ଲକ୍ଷଣ ବିହୀନ ଓ କମ୍ ଲକ୍ଷଣ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନ କିମ୍ବା CCCକୁ ପଠାଇବେ।
  • ୩୦ ବେଡ୍‌ରୁ ଅଧିକ ସୁବିଧା ଥିବା ହସ୍ପିଟାଲ ଆକ୍ରାନ୍ତଙ୍କ ପାଇଁ ୧୦% ବେଡ୍ ରଖିବେ।
  • ଦରକାର ପଡ଼ିଲେ ସମ୍ପୂର୍ଣ୍ଣ ହସ୍ପିଟାଲ କୋଭିଡ ଆକ୍ରାନ୍ତ ପାଇଁ ବ୍ୟବହାର କରିବେ।
  • ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ କରିବେ ଘରୋଇ ହସ୍ପିଟାଲ୍।
  • ୧୦% ସଂରକ୍ଷିତ ବେଡ୍‌ ICU ଓ ଭେଣ୍ଟିଲେଟର ସୁବିଧା କରିବେ।
  • ସଂରକ୍ଷିତ ୧୦% ବେଡ୍‌ରେ ଆକ୍ରାନ୍ତଙ୍କ ଠାରୁ ପେମେଣ୍ଟ ନେଇ ଚିକିତ୍ସା କରିବେ।
  • ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରିଇମ୍ବର୍ସାମେଣ୍ଟ ବାବଦ ଅର୍ଥ ସରକାର ଦେବେନି।
  • ଚିକିତ୍ସା ବାବଦ ଅର୍ଥ ବାକିଥିଲେ ବି ମୃତଦେହ ଅଟକାଇ ପାରିବେ ନାହିଁ।
  • ଆକ୍ରାନ୍ତଙ୍କ ଠାରୁ ଦୈନିକ ଅର୍ଥ ନେବେ; ମୋଟା ଅଙ୍କରେ ଦାବି କରିବେନି।

ଆହୁରି ପଢ଼ନ୍ତୁ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

You might also like