ଆଗୁଆ ମିଳିବ ୩ ମାସର ରାସନ
ଭୁବନେଶ୍ୱର: କରୋନା ପାଇଁ ଆଗୁଆ ମିଳିବ ୩ ମାସର ରାସନ। ଏପ୍ରିଲ ୧ରୁ ମେ’ ୧୫ ମଧ୍ୟରେ ଚାଉଳ, ଗହମ, କିରାସିନି ମିଳିବ।
ଆହୁରି ପଢ଼ନ୍ତୁ
ତେବେ ରାସନ୍ ଦେବାବେଳେ ଇ-ପାସ୍, ବାୟୋମେଟ୍ରିକ ମେସିନ ଓ ଆଇରିସ୍ ସ୍କାନିଂ ବନ୍ଦ ରହିବ। ଅର୍ଥାତ୍ ଏସବୁର ବ୍ୟବହାର ହେବନି।
ସୂଚନାଥାଉ କି, ବିଭିନ୍ନ ଯୋଜନାରେ ମିଳୁଥିବା ଭତ୍ତା ମଧ୍ୟ ଏକକାଳୀନ ୪ ମାସ ପାଇଁ ମିଳିବ।